କଲରାପତରିଆ, ହରିଣ ଓ କୁଟୁରା ଛାଲ ଜବତ: ଶିକାରୀ ଗିରଫ

ବୌଦ୍ଧ: କଲରାପତରିଆ ବାଘ, ହରିଣ ଓ କୁଟୁରା ଛାଲ ବିକ୍ରି ପାଇଁ ଡିଲ୍ ହେବା ବେଳେ ଏସଟିଏଫ ଜଣେ ଶିକାରୀକୁ ମାଡ଼ି ବସିଥିବାର ଖବର ମିଳିଛି। ଶିକାରୀକୁ ଏକ ଗୁପ୍ତ ସ୍ଥାନକୁ ନେଇ ତଦନ୍ତ କରୁଛି। ତଦନ୍ତରେ ବାଧକ ହେବା ଆଶଙ୍କାରେ ଶିକାରୀର ପରିଚୟ ଗୋପନ ରଖିଛି ଏସଟିଏଫ।ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର ହୋଇଥିବା ଓ ବିକ୍ରି ପାଇଁ ଯୋଜନା ଚାଲିଥିବା ଏସଟିଏଫକୁ ଖବର … Continue reading କଲରାପତରିଆ, ହରିଣ ଓ କୁଟୁରା ଛାଲ ଜବତ: ଶିକାରୀ ଗିରଫ